Font Size
ଯାତ୍ରାପୁସ୍ତକ 33:19
Oriya Bible: Easy-to-Read Version
ଯାତ୍ରାପୁସ୍ତକ 33:19
Oriya Bible: Easy-to-Read Version
19 ଏହା ପରେ ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସମ୍ମୁଖରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବି ଓ ଯାହାକୁ ଦୟାକରେ ତାହାକୁ ଦୟା କରିବି।
Read full chapter
Oriya Bible: Easy-to-Read Version (ERV-OR)
2010 by Bible League International